ଆମେରିକା କ୍ୟାପିଟଲ୍‌ ଦଙ୍ଗାରେ ୪ ନିହତ: କର୍ଫ୍ୟୁ ଉଲ୍ଲଂଘନ କରି ୫୨ ଗିରଫ

ଟ୍ରମ୍ପଙ୍କୁ ବହିଷ୍କାର କରିବା ଲାଗି କ୍ୟାବିନେଟ୍‌ ସଦସ୍ୟଙ୍କ ଆଲୋଚନା ୱାସିଂଟନ୍: ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍‌ରେ କରିଥିବା ଦଙ୍ଗା ଓ ହିଂସାକାଣ୍ଡ ଘଟଣାରେ ୪ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ପୁଲିସ କହିଛି। ବ୍ୟାରିକେଡ୍‌ ଲଗାଯାଇଥିବା ଏକ ଦ୍ବାର ଦେଇ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଦଳେ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ପୁଲିସ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଆହତ ହୋଇଥିବା … Continue reading ଆମେରିକା କ୍ୟାପିଟଲ୍‌ ଦଙ୍ଗାରେ ୪ ନିହତ: କର୍ଫ୍ୟୁ ଉଲ୍ଲଂଘନ କରି ୫୨ ଗିରଫ